IMG_5495IMG_5497

My new haiku as its raining here a lot “Kaeru iu, ame wa yoidesu, utsukushi yo” [frog says, rain is good, beautiful ain’t it !]

In Japan I have been told many many times, Frog is a sign of “auspicious”, good, where I come from it’s considered at-least poetic.

Japanese and Odia may have come from the same linguistic traditions but now exist like multiple-worlds…(not just agglutination, there may be congruence) not difficult to write exact haikus in Odia but 5,7,5 will make it very funny at times, relax 1 or 2 you are on your way to poetic glory…

I wrote a few here, tonight.

‎(5) ବେଂଗୁଲୀ କଥା
(7) ଟୁପୁରୁ ଟୁପୁରୁ ଠୋ
(5) କେସର ଗଜା

(5)ବେଂଗୁଲୀ କଥା
(7)କବାଡି କବାଡି ଢୋ
(5)ବାଳୁଂଗା ମଜା

‎(5)ବେଂଗୁଲୀ କଥା
(7)କିଚିରୀ କିଚିରୀ କୀଂ
(5)ଗାତୁଆ ମୁଷା

‎(5)ବେଂଗୁଲୀ କଥା
(7)ଘାଇଁ ଘିରି ଘିରି ପିଂ
(5)ଗାଉଁଲି ରଜା

ବେଂଗୁଲୀ କଥା
ବର୍ଷା ଦିନିଆ ଥଂଡା
ଗରମ୍ ବରା

ବେଂଗୁଲୀ କଥା
ଛାତ ଉପରେ କାଉ
ଆମ୍ବ ଟାକୁଆ

ବେଂଗୁଲୀ କଥା
ଦୁରୁପଯୋଗ କିଂଆ?
ହିଂଜ଼ଡା ଲାଜ !!

ବେଂଗୁଲୀ କଥା
ଓଡିଶା କୁ ଖୋଳେ କେ?
ଚୁଟିଆ ମୁଷା

ବେଂଗୁଲୀ କଥା
ହନ୍ତସନ୍ତିଆ ଦିନ
ଓଡିଶା ଭାଗ୍ୟ

ବେଂଗୁଲୀ କଥା
ରାଇଜ ଟା ସାରା ହା’
ତୁଚ୍ଛା ବିଚାର

ବେଂଗୁଲୀ କଥା
ଅଦିନୀଆ ପ୍ରେମ ଲୋ
ଗୁଣୀ ମନ୍ତର

ବେଂଗୁଲୀ କଥା
ଥିଲାବାଲାନ୍କ ଯୋର୍
ନଡିଆ ଭୋଗ

 

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s