The guava humor because it rhymes

all lines rhyme with guava (in Odia guava=pijuli as you can see the; ଳି ) English translation follows

ପିଜୁଳି

ତୁମକୁ ଖାଇଲେ ମାରେ ବିଜୁଳି

ତୁମ ଗଚ୍ଛ ରେ ଚଢିଲେ ପାଦ ହେଇ ଯାଏ ଦଳି

ତୁମ ଡାଂଗ ରେ ନାହିଁ ନଳି

କିନ୍ତୁ ସେଓ ସାଂଗ ରେ  ତୁମର  କଳି

ଯାହାର ହୁଏନି ବଦଳି

ସେ କାହୁଁ ଜାଣିବ ଏତେ ଖୋଳି

ତୁମ ଚେର ଲମ୍ବିଛି ଭୁବନେଶ୍ବର ରୁ ନିଆଳି

ସେଥି ପାଇଁ ହୁଏ ସବୁ ପ୍ରକାର ର ଗହଳି

ଅନ୍ୟଥା ସବୁଠି ଭିଡ [କାଁ କାଁ ] ରାସ୍ତା ହେଉ କି ଗଳି

Guava

eating you causes lightening

climbing your tree causes strain in feet

there is no hollow in your stem but you fight with apple

one who doesn’t get “transfers” wouldn’t know this

your roots are spread from Bhubaneswar to Niali

which is why there is so much crowd

Otherwise there is always solitude be it a street or a highway


Posted

in

, ,

by

Comments

Leave a comment