Odia haikus and “ana bana compositions”

ନିର୍ଗୁଣ ସେ ହା’
ରୋଷ, ଶୋଷ ନ ଥାଏ
ବିଦୃପ ମନା

ବାତାତ୍ମଜ ସେ
ଜୀତେଂଦ୍ରିୟ ଗରିମା
ସ୍ମରଣ କୃତ

ଯକୃତ ପୀଡା
ଭବିଷ୍ୟନିଧି କୁଣ୍ଠା
ମନସା ଛାପ (ବଚସା ଘୃଣାମୀ)

ଯେ’ ଜଗଦୀଶ
ହରେ ହରେ ରାମ ହା’
ପଣସ ମଂଜି

ଇତି ଶ୍ରୀମଦ୍
ବାନର କଳି ଘାଟ
ମାଟ୍ରିକ୍ ଫଳ

ଠାପୁଆ ଘୋଡା
ନାଚିବାକୁ ମନ ତା’
ବିରତ ହେଲି

ଯମ କୁବେର ଦିଗ ପାଳ ଯହାନ୍ତେ
କବି କୋବିଦ କହି ସକେ କହାନ୍ତେ
ତୁମ ଉପକାର ସୁଗ୍ରୀବ ହିଁ କିନ୍ହା
ରାମ ମିଲାୟୋ ରାଜ ପଦ ଦିନ୍ହା
 
ରାମଚନ୍ଦ୍ର ଏହା ଶୁଣି ବିରକ୍ତ ହେଲେ
 
कितनी बेरुखी है, कितनी मुश्किल है

जीवन की तन्हाई या वसुलों की बात नहीं कर रहा

मैं अपनि calculations से परेशान हूँ

ଭ୍ରୁ ଗୁ ମୁ ନି ଉ ବା ଚ:

କ ହ ଇ ଭ୍ରୁ ଗୁ ମୁ ନି ଶୁ ଣ

ବ ଜ଼ା ରେ ମି ଳ ଇ ଯେ ଲୁ ଣ

ଖା ଇ ବୁ ଯ ଦି ତୁ ତା’ ହା କୁ

ଅ କା ଳେ (ଅ ଚି ରେ) ଯି ବ ତୋ ର ପ୍ରା ଣ

ଅ ଜା ମି ଳ ଉ ବା ଚ:

ଶୁ ଣ ରେ ଚୁ ଟି ଆ ତୁ ରୁ ଷୀ

ମୁଁ ହଁ ଆ ଗ ରେ ଦେ ବି ଘ ସି

ମା ରି ବି ଦୁ ଇ ଚ ଟ କ ଣି

ପି ଇ ବୁ ହାଁ ଡି ରୁ ତୋ ରା ଣି

ସି ଖା ଉ ମୋ ତେ ତୁ ବି ଚା ର

ଏ ଥ କୁ ନା ହିଁ ଉ ପ ଚା ର

ଯା ହା ତୁ କ ହି ଲୁ ମୋ ହ କୁ

ଜ ଣା ତା’ ଥି ଲା ତ ଆ ମ୍ଭ ନ୍କୁ

ଇତ୍ ଇ ଶ୍ରୀ ମଦ୍ ଭା ଗ ବ ତେ ମ ହା ପୁ ରା ଣେ

ପା ର ମ ହଁ ସ୍ୟେ ସଂ ଗି ତା ୟେ

ପଂ ଚା ଶି ସ୍କଂ ଧେ

ଭ୍ରୁ ଗୁ ମୁ ନୀ — ଅ ଜା ମି ଳୋ କ ଥ୍ ଓ ପ କ ଥ ନେ

ଲୁ ଣ ବି ଚା ରେ …..ସଂ ପୁର୍ ଣ (ସମ୍ପୁର୍ଣ୍ଣ)


Posted

in

by

Tags:

Comments

Leave a comment