Tag: econo
-
ସାମ୍ପ୍ରତିକ ଓଡିଶା ଏହଂ ଭାରତ ବଂକିମ ପ୍ରଦେଶ ରେ କେଉଁ ଉଦୟାତ୍ମକ ଚରିତ୍ର ପରିଲକ୍ଷିତ ହୁଏ ?
ଏପରିନ ସରବନିଷ୍ଠ ବା ସୌଭିନିସ୍ତ୍ ଚିନ୍ତା-ହିନତା ଅଧିକାଂଶ ସମୟ ରେ ଏକଈ ଅର୍ଥନୈତିକ ଧାରା ସହବନ୍ଧିତ ! ସେଥିନିମିତ୍ତ ଅନ୍ୟ-ଅନାନିକ ବିଚାର ଗୁଡିକ ମଳନିକ, ହୀନ ଓ ଅସ୍ପୃହାନିକ ମନେ ହୋଇଥାଏ କିଂବା ମନେ ପକେଇ ବାକୁ ପଡି ପାରେ ! ଗତ ଏକଈ ଦଶନ୍ଧି ର ଅର୍ଥନୈତିକ ଅନୁବୃଦ୍ଧି ଅନେକାଂଶ ରେ ସ୍ବଛଳ କୁ ପ୍ରଭୁତ୍ତ ଭାବରେ ସ୍ବଛଳ ଓ’ ସର୍ବ-ହୀନ କୁ ବହୁହୀନ ଓ ଆବିଳ କୁ ବହୁ-ଆବିଳ କରାଇଛି ! ଏହାକୁ ମାତ୍ର…