Tag: odia-in-physics

  • ତ୍ରିଭୁଜ ଏବଂ ଖଣ୍ଡବିଦ୍ୟା ନିୟମ !

    ପ୍ରଥମତଃ ସେ ଏକ ଆଇନ୍-ଷ୍ଟେଇନିଆନ୍ ବିଦ୍ଧି ରେ ଏବଂ ତା ପରେ ଏକ ସ୍ରୋଡିଂଜର୍ ବିଦ୍ଧି ରେ ସଠିକ୍ ନ ଥିଲେ ! ଆମର ବିଶ୍ବ ର ଭୌତିକ ସଂରଚନା ରେ ଅନେକ ଅଖାପ କିଂବା ଅଣ-ସଂବନ୍ଧି ଅମେଳ ଦୃଶ ହେଲେ ଯାହା ଭୌତିକ ପ୍ରବୃତ୍ତୀ ର ରହସ୍ୟପୁର୍ଣ୍ଣ ଚରିତ୍ରବତ୍ତା କୁ ସୁଚାଉ ଥିଲେ, ଯଥା ଘନ-ଶରୀର ପ୍ରଭା-ବ୍ୟାପକତା (black-body spectrum) ! ଏହି ପ୍ରଭା-ବ୍ୟାପକତା ରେ ନିମ୍ନ ଶକ୍ତୀ ସ୍ତର ର ଅବସ୍ଥାନ କରିବା ସୁଚାଏ…