Tag: odia language
-
ଓଡ଼ିଆ ରେ କିଛି କଥା |
ଅନେକ ବର୍ଷ ଏହାକୁ ଆମେ କୌଣସୀ ନା କୌଣସୀ ଦିଗରୁ ସୁଷ୍ଥ ରଖି ଥିଲୁ | ପ୍ରାୟ 2005-06 ବେଳକୁ ମୁଁ ଅପସରୀ ଯାଇଥିଲି … କିଛି ଅତି ଆବଶ୍ୟକ କାରଣ ଯୋଗୁଁ |ଯେବେ ଅନେକ ବର୍ଷ ପରେ ସେଇ ଫୋରମ୍ ଯାହାକୁ ମୁଁ ଆଉ ଦୁଇ ତିନି ଜଣ ମିଶି ପ୍ରଚାର ଏବଂ ପ୍ରସାର କରିଥିଲୁ ଆମ ର ଅନୁମତି ବିନା ଅନ୍ୟ କିଛି ଅନାମଧ୍ୟେୟ ବ୍ୟକ୍ତି ବିଶେଷ ‘ନ୍କ ଦ୍ବାରା ନିଜର “platform” ହିସାବ…