Tag: physics-in-odia

  • କାହିଁକି କିଛି ଅତିଖଣ୍ଡିତ କଣିକା ମାନେ ଭଗ୍ନାଂଶ ସ୍ପିନ୍ (ଆତ୍ମ-ଘୁର୍ଣ୍ଣନ) ଯୁକ୍ତ ଅଟନ୍ତି ?

    ସେଥିପାଇଁ ସ୍ପିନ୍-1/2 କିମ୍ବା ସ୍ପିନ୍-3/2 କଣିକା ଗୁଡିକ ଏକାଠି ଖଂଗୀ ହେଇ ଯାନ୍ତି, ଠିକ ଯେମିତି ଭାତ ହାଣ୍ଡି ରେ ଭାତ, ଜାଉ ହେଇ ଜାଏ. {ତୁମ ଘରେ ରାଇସ୍ କୁକର୍ ଅଛି, ନା?} ସ୍ପିନ୍-କ୍ଷେତ୍ର କୁ ଶେୟାର୍ କରିବାକୁ ପଡିବା ଯୋଗୁଁ ଏ ପ୍ରବୃତ୍ତି ! ଯେହେତୁ ଅନ୍ୟ-ପ୍ରକାର-ଭେଦ ର କଣିକା ଗୁଡିକ ମାତ୍ର ସ୍ବଳ୍ପ ପ୍ରକାର ର ଅଟନ୍ତି ସେମାନେ ପୁର୍ଣ୍ଣ-ସ୍ପିନ୍-ଯୁକ୍ତ ହୋଇ ଥାନ୍ତି, ଏବଂ ବଳ ଗୁଡିକୁ ସ୍ପିନ୍-କ୍ଷେତ୍ର ରେ ବହୁ ଦୁର…