ଏକ ଚିନ୍ତା !
— ମୁଁ ବିଭିର୍ଣ୍ଣ ଗତାନୁଗତିକ ଚିନ୍ତା ଉପରେ ଚିନ୍ତା କରିଛି ଏବଂ ଜାଣିବାକୁ ପାଇଛି ଯେ ଏହା ସାମାଜିକ ବିଧି ମାନଂକୁ ଆଗକୁ ନେବା ପାଇଁ ହିଁ ଉଦ୍ଦିଷ୍ଟ, ଏହାଦ୍ବାରା ସମାଜର ବିଶେଷ ଲାଭ ହେବା ବୋଲି ଭାବିବା ଏକ ଇଚ୍ଛାପୁର୍ଣ୍ଣ କଳ୍ପନା ମାତ୍ର. ବରଂଚ ଏହା ସମାଜ କୁ ନାନାଦି କୁସଂସ୍କାର ଆଡକୁ ଟାଣିଥାଏ. ନୁତନତ୍ବ କୁ ଆବିଷ୍କାର କରିବା ଏବଂ ଏକ ଶୀକ୍ଷଣିୟ ରୁପ ଦେବା ଆମପାଇଁ ମୁଲ୍ୟବାନ ହିଁ ହୋଇପାରେ.
A thought !
— I have often thought over various traditional thoughts, and have come to realize that these are poised to take social customs further, that these would benefit society in any way are wishful imagination only. Rather they drag society towards malevolent ethos. Instead to discover the new and cast them into educative forms can be valuable for us.