ଅକାଳକୁଷ୍ମାଣ୍ଡ = ଅକାଳରେ ଆସି ଥିବା କଖାରୁ
ଅକାଳବିଆଣୀ = ଅକାଳ ରେ ପ୍ରସବ କାରିଣୀ, Now we know where it comes from, It was a civilized word but got over used, Odiaa people !!
Conclusion: ବେଇବା = ବିଆଇବା, ବେଉନୁ? = ବିଆ ଉନୁ? [ଯୌନଗଡ଼ ର ରାଣୀ ମାଘ ମାସ ରେ ଏକ ପୁତ୍ର କୁ ବିଆଇଥିଲେ]
ଅଗମ୍ୟା = ଯେଉଁ ସ୍ତ୍ରୀକୁ ସଂଗ୍ଗମ କରିବା ବିହିତ ନୁହେଁ, ବିପ୍ରପତ୍ନୀ, ଗୁରୁପତ୍ନୀ, ରାଜପତ୍ନୀ, ପୁତ୍ରବଧୁ, ଭଗିନୀ