a poem in odia

written about a month ago
some spellings are intended and some jumbling may be due to poor softwaring …
ରବି ଆଯୀ ଉଇଁନୀ ପୁର୍ବ ରେ
କେତେ ଗୁମନ ତା’ ଥିଇଲା ତ ମନେ
ଚନ୍ଦା କରୁଛି ବିଇଳପ
ରବି ଆଯୀ ଉଇଁନୀ ପୁର୍ବ ରେ
କେତେ ସ୍ବନେ ଚନ୍ଦା ଗାଉଛି ବିକନ୍ଦା
ରବି ଆଯୀ ଉଇଁନୀ ପୁର୍ବ ରେ

ମନ କି ତା’ ଆଜୀ ହୋଇଛି ଉଦାସ କରିଛି ସେ କା’ରେ ଉମନ
ରବି ଆଯୀ ଉଇଁନୀ ପୁର୍ବ ରେ
ଦେବ ବୋଲି ତା’କୁ ସରଧା ସୁମନ
ରଖିଛି କେତେ ସେ ସାଇତା ସପନ
ରବି ଆଯୀ ଉଇଁନୀ ପୁର୍ବ ରେ

ରଥେ ବସି ରବୀ ଆସିବ ତା’ ଦିନେ
ସପନ କୁ ତା’ର ନେବ ସେ ଆଗୋଶୀ
କହିବ ମିଠା ମୁହଁ ତାନେ

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s