Category: status

  • ଉତ୍କଳୀୟ ରାଜବଂଶ ର ଭିତିରି ଶତ୍ରୁ !

    ଓଡ଼ିଶା ର ହୃଦୟ* ବିଦାରକ ଐତିହାସିକ କାହାଣୀ ! ପୁରୀ ର ଗଜପତି ନୃସିଂଘ ଦେବ ନ୍କ ହତ୍ୟା ! ସପ୍ତଦଶ ଶତାବ୍ଦୀ ! [ଯେମିତି ନରସିଂଘ = ନୃସିଂଘ, ସେମିତି ହରଦୟ = ହୃଦୟ, ଏହି ବ୍ୟାକରଣ ବହୁଧା କାଳ ରୁ ଅବଗତ, ନିମ୍ନେ ଉଦାହରଣ ପ୍ରଦତ୍ତ; କିନ୍ତୁ ଅଭିପ୍ରାୟ; ହରଦୟ = ହର+ଉଦୟ = ପ୍ରଭୁ ଆଗମନ = “ସୁର୍ଯ୍ୟ ସକଳ ପ୍ରକରଣ” ତତ୍ତ୍ବ, ଭାଷା ନିମିତ୍ତ] ଆମେ ମାନେ ସବୁ କଥା ରେ…

  • ନବ ଯୁଗୀୟ ଜମ୍ମୀଦ୍ଦାର୍ !

    “ସାଂସଦ ନ୍କୁ ଅଧିକ ଦରମା ଲୋଡା କି ?” ବକ୍ତବ୍ୟ, ଯାହା ଆଜିର ପ୍ରମେୟ ରେ ପ୍ରକାଶ ପାଇଛି ଡକ୍ଟର୍ ଏ. ସୁର୍ଯ୍ୟ ପ୍ରକାଶ ନ୍କ ଦ୍ବାରା ଲିଖିତ, ଏକ ମନଛୁଆଁ ଲେଖା ! ହେଲେ ଏଥିରେ ଅଧିକାଂଶ ତଥ୍ୟ ତଥାପି ମଧ୍ୟ ଲୁକ୍କାୟିତ ! ମୋର କେବଳ ଏତିକି ଆଶା, ଏହାକୁ ପରିପୁର୍ଣ୍ଣ କରିବାକୁ ହେଲେ ସାଂସଦ ମାନଂକୁ ବାର୍ଷିକ ସର୍ବମୋଟ୍ କେତେ କୋଟି ର ଗ୍ରାନ୍ଟ୍ ଅଛି, ଜାଣିବା ଦରକାର ! ଯଦି ଜଣେ…

  • ଅବନ୍ତିପୁର ର ଦଣ୍ଡଲେଶ ବାବା !

    ଅବନ୍ତିପୁର ର ଦଣ୍ଡଲେଶ ବାବା !

    ମୋ ପାଖକୁ ଭକ୍ତ ଗଣ [ପୁର୍ବ କାଳ ରେ ଏମାଂକୁ ଯକ୍ଷଗଣ ବୋଲି କୁହାଯାଉଥିଲା] ନ୍କ ସୁଅ ଛୁଟୁଥିଲା ! ଥରେ ଜଣେ ମଧ୍ୟବୟସ୍କ [ମାନେ ୪୦ ରୁ ୫୦ ଟି ମସିହା ଦେଖି ସାରିଥିବା ବ୍ୟକ୍ତି] ମୋ ପାଖକୁ ସସ୍ତ୍ରିକ ଆସିଲେ ଆଉ ମୋ ପାଦ ତଳେ ଲମ୍ବବତ୍ ପଡିଗଲେ ! ମୁଁ ଉଠ ବୋଲି କହିବା ପୁର୍ବରୁ ତାଂକ ସ୍ତ୍ରୀ “ଆମକୁ ବନ୍ଚାନ୍ତୁ ମହାରାଜ୍” ବୋଲି କହି ସାରିଲେଣି ଆଉ ମହାଶୟ ଧଡପଡ୍ ହୋଇ…

  • ବିତଣ୍ଡା ଦାବି !

    ବିତଣ୍ଡା ଦାବି !

    ଥରେ ଜଣେ ପ୍ରୋଡ୍ୟୁସର୍ ମୋତେ ଫୋନ୍ କଲା, କହିଲା “ସାରେ ଆମ ଟିଭି ଚ୍ୟାନେଲ୍ ରେ ଗୋଟେ ପୋଗ୍ରାମ୍ ଦେବେ?” ମୁଁ ହଁ କରି ଗଲି, ଅଡ଼ିସନ୍ ପାଇଁ, ହେଲେ ଯେତେବେଳେ ସେ ମୋତେ କ୍ଲିପ୍ ଦେଖେଇଲା ମୋର ପସନ୍ଦ ହେଲାନି, ମୁଁ କହିଲି ପୁରା ଟିଭି ଫ୍ରେମ୍ ଟାରେ ମୋ ମୁହଁ ଆସିବା ଦର୍କାର୍ ! ସେ କହିଲା ଆଜ୍ଞା ସେମିତି ହେଲେ କେମିତି ହେବ, ଆମ ଆନ୍କର୍ ମାନେ କେମିତି ଦିଶିବେ?

  • How to Stay Calm in a Job Interview ?

    How to Stay Calm in a Job Interview ? [We are not on this planet to get a job, just get a life somewhere !] Take a lemon with you. (slightly cut) When the jerk asks you a question like “so why should we hire you?” Throw the lemon at him? No. Press a little…