Mindblown: a blog about philosophy.
-
ଅନନ୍ତସରଳ ଆହ୍ଲାଦିତ ତୋର ଛବି {The morning sun, a poem in Odia with English meaning}
ଅନନ୍ତସରଳ ଆହ୍ଲାଦିତ ତୋର ଛବି, ପ୍ରଭାତ ସୁରୁକାଳ ଉଦୟ କିରଣେ ରବି ! ବିହଂଗ ଯେ ହଂସ ତୋ ଉଦୟେ ତାର ଲୋହିତ ଆଭାରେ ମୋହିତ ଯେ ସ୍ବର ଦର୍ଶନ ଚରିତ ଆଲୋ ମୟ ଶୋଭା ନିତ୍ୟ ସେ ରମଇ ଅପରୁପ ପ୍ରଭା ନିତ୍ୟପୁର୍ଣ୍ଣ ଜେନା ଘଣ୍ଟି ନାଦ ରଘୁ ବିହଂଗ ଶୋଭଇ ସେମତେ ସେ ଦିଗୁ ଯେ ଜୁନଇ ଶୋଭା ସେ ତୋର ସମିପେ ଦର୍ଶନ କିରଣେ ଅତି ଅପରୁପେ ଆଲୋକ ଉଦ୍ଭାଷୀ ଉଠୁଥାଏ ହସି…
-
proof of language theory I have stumbled upon.
Thats mathematics applied to language which makes you available an infinite pattern-element space therefore unification is a beautiful mathematical scheme of logic and evidences from where you can literally draw all evidences as need be, if you get the spirit behind the method of unification. {spirit: philosphy, concepts, patterns, evidences etc}
-
କାହିଁକି କିଛି ଅତିଖଣ୍ଡିତ କଣିକା ମାନେ ଭଗ୍ନାଂଶ ସ୍ପିନ୍ (ଆତ୍ମ-ଘୁର୍ଣ୍ଣନ) ଯୁକ୍ତ ଅଟନ୍ତି ?
ସେଥିପାଇଁ ସ୍ପିନ୍-1/2 କିମ୍ବା ସ୍ପିନ୍-3/2 କଣିକା ଗୁଡିକ ଏକାଠି ଖଂଗୀ ହେଇ ଯାନ୍ତି, ଠିକ ଯେମିତି ଭାତ ହାଣ୍ଡି ରେ ଭାତ, ଜାଉ ହେଇ ଜାଏ. {ତୁମ ଘରେ ରାଇସ୍ କୁକର୍ ଅଛି, ନା?} ସ୍ପିନ୍-କ୍ଷେତ୍ର କୁ ଶେୟାର୍ କରିବାକୁ ପଡିବା ଯୋଗୁଁ ଏ ପ୍ରବୃତ୍ତି ! ଯେହେତୁ ଅନ୍ୟ-ପ୍ରକାର-ଭେଦ ର କଣିକା ଗୁଡିକ ମାତ୍ର ସ୍ବଳ୍ପ ପ୍ରକାର ର ଅଟନ୍ତି ସେମାନେ ପୁର୍ଣ୍ଣ-ସ୍ପିନ୍-ଯୁକ୍ତ ହୋଇ ଥାନ୍ତି, ଏବଂ ବଳ ଗୁଡିକୁ ସ୍ପିନ୍-କ୍ଷେତ୍ର ରେ ବହୁ ଦୁର…
Got any book recommendations?