Tag: Frogs

  • ବେଂଗ କହେ ଓ’ !

    ବେଂଗ କହେ ଓ’ !

    ବେଂଗ କହେ ଓ’ ମୁଁ ଯଦି ଛତା ଧରେ କେମିତି ଦିଶିବ ମୋତେ କୁହ ଥରେ ବୁଲି ମୁଁ ଆସିବି ଯାଇ ବାହାରେ ବାର ରେ ପଶି ବିଅର୍ ଟିକେ ପିଇବି ଛାତ ରେ ବସି ସୁସୁରୀ ମାରିବି ଶୁଣିବ ଯଦି ଶ’ଳା, ପୋଲିସ୍ ଧାଇଁ ଆସିବ ସନ୍ଧାନୀ କୁକୁର କୁ ପଛେ ମୋ ଲଗେଇବ ପୋଲିସ୍ ଠୁ ସିନା ଲାଂଚ ଦେଇ ଖସିବି ସାଇ ଟୋକା ମାନନ୍କୁ କେମିତି ବୁଝେଇବି ବେଂଗ କହେ ଓ’ ବେଂଗ…