Manmohan Dash | Physics • Materials Science • AI
❚
reading
·
ବେଂଗ କହେ ଓ’ ମୁଁ ଯଦି ଛତା ଧରେ କେମିତି ଦିଶିବ ମୋତେ କୁହ ଥରେ ବୁଲି ମୁଁ ଆସିବି ଯାଇ ବାହାରେ ବାର ରେ ପଶି ବିଅର୍ ଟିକେ ପିଇବି ଛାତ ରେ ବସି ସୁସୁରୀ ମାରିବି ଶୁଣିବ ଯଦି ଶ’ଳା, ପୋଲିସ୍ ଧାଇଁ ଆସିବ ସନ୍ଧାନୀ କୁକୁର କୁ ପଛେ ମୋ ଲଗେଇବ ପୋଲିସ୍ ଠୁ ସିନା ଲାଂଚ ଦେଇ ଖସିବି ସାଇ ଟୋକା ମାନନ୍କୁ କେମିତି ବୁଝେଇବି ବେଂଗ କହେ ଓ’ ବେଂଗ କହେ ଓ’ ଏଇ ଯଉ ଗାଡି ମଟର୍ ସବୁ ପିଂ ପିଂ ଯାଉଚି ତୁଛା ଟାରେ ଖାଲି “ଜାନ୍” ମୁଁ ହରେଇବି ବେଂଗ କହେ ଓ’ ହେଲମେଟ୍ ପିନ୍ଧିଲେ କେମିତି ମୁଁ ଦିଶିବି କୁହ ଥରେ ମୋତେ ବୁଝେଇକି ଓ’ ବୁଝେଇକି ଓ’ ଟକିଲା ସଟ୍ ଗୋଟେ ମାରିଲେ (ଅଃ ଅଃ ଅଃ ଅଃ ) ଓଲଟି କି ପଡିବି, ମୁଣ୍ଡ ମୋ ଘୁରେଇବ ବେଂଗ କହେ ଓ’ ବାର ରୁ ବାହାରି ମୁଁ ଯଦି ଦେଖେ ବେଂଗ ଆଉ ବେଂଗୀ ନ୍କର ଲାଇନ୍ ମୋତେ ଦିଶିବ ବେଂଗ ମାନେ ଖୋଜୁଥିବେ ବେଂଗୀ ନ୍କ ର କମ୍ପାନୀ ବେଂଗୀ ମାନେ ଖୋଜୁଥିବେ ଆଉ ଗୋଟେ ବେଂଗ କୁ ବେଂଗ ର ସରି ଯାଇଥିବ ଯେଣୁ ହୋଶ୍ ଆଉ ଟଂକା ବିଡା ତୁଛା କୁ ମୁହଁ କୁ ଫୁଲେଇ ବେଂଗ ମାନେ କହିବେ ଚାଲ କାଲି ପୁଣି ଆସିବା ଆଉ କଉ ବେଂଗୀ ଦେଖି ପ୍ଲାନ୍ ରେ ଫସେଇବା ବେଂଗ କହେ ଓ’ ବେଂଗ କହେ ଓ’ ଦୁନିଆ ରେ ମୋତେ କୁହ ଏମିତି କି ଚାଲେନି ବେଂଗ ଆଉ ବେଂଗୀ ମାନେ ଫୁଲୀ ଫୁଲି ଗଲେଣି ମତୁଆଲା ହେଇ ଯେବେ ବେଶୀ ସବୁ ମିଶନ୍ତି ଡିଆଁ ଡେଇଂ ହୋଇ କ୍ଲବ୍ କୁ ବି ଯାଆନ୍ତି ଛତା ଧରୁ ଥାଆନ୍ତୁ କି ଟୋପି ପିନ୍ଧି ଯାଆନ୍ତୁ ମନ ଫାଟିଯାଉ କି ବିଲୁଆ ଆସି ଯାଆନ୍ତୁ ବେଂଗ କହେ ଓ’, ବେଂଗ କହେ ଓ’
ବେଂଗ କହେ ଓ’ ମୁଁ ଯଦି ଛତା ଧରେ କେମିତି ଦିଶିବ ମୋତେ କୁହ ଥରେ ବୁଲି ମୁଁ ଆସିବି ଯାଇ ବାହାରେ ବାର ରେ ପଶି ବିଅର୍ ଟିକେ ପିଇବି ଛାତ ରେ ବସି ସୁସୁରୀ ମାରିବି ଶୁଣିବ ଯଦି ଶ’ଳା, ପୋଲିସ୍ ଧାଇଁ ଆସିବ ସନ୍ଧାନୀ କୁକୁର କୁ ପଛେ ମୋ ଲଗେଇବ ପୋଲିସ୍ ଠୁ ସିନା ଲାଂଚ ଦେଇ ଖସିବି ସାଇ ଟୋକା ମାନନ୍କୁ କେମିତି ବୁଝେଇବି ବେଂଗ କହେ ଓ’ ବେଂଗ କହେ ଓ’ ଏଇ ଯଉ ଗାଡି ମଟର୍ ସବୁ ପିଂ ପିଂ ଯାଉଚି ତୁଛା ଟାରେ ଖାଲି “ଜାନ୍” ମୁଁ ହରେଇବି ବେଂଗ କହେ ଓ’ ହେଲମେଟ୍ ପିନ୍ଧିଲେ କେମିତି ମୁଁ ଦିଶିବି କୁହ ଥରେ ମୋତେ ବୁଝେଇକି ଓ’ ବୁଝେଇକି ଓ’
ଟକିଲା ସଟ୍ ଗୋଟେ ମାରିଲେ (ଅଃ ଅଃ ଅଃ ଅଃ ) ଓଲଟି କି ପଡିବି, ମୁଣ୍ଡ ମୋ ଘୁରେଇବ ବେଂଗ କହେ ଓ’ ବାର ରୁ ବାହାରି ମୁଁ ଯଦି ଦେଖେ ବେଂଗ ଆଉ ବେଂଗୀ ନ୍କର ଲାଇନ୍ ମୋତେ ଦିଶିବ ବେଂଗ ମାନେ ଖୋଜୁଥିବେ ବେଂଗୀ ନ୍କ ର କମ୍ପାନୀ ବେଂଗୀ ମାନେ ଖୋଜୁଥିବେ ଆଉ ଗୋଟେ ବେଂଗ କୁ ବେଂଗ ର ସରି ଯାଇଥିବ ଯେଣୁ ହୋଶ୍ ଆଉ ଟଂକା ବିଡା ତୁଛା କୁ ମୁହଁ କୁ ଫୁଲେଇ ବେଂଗ ମାନେ କହିବେ ଚାଲ କାଲି ପୁଣି ଆସିବା ଆଉ କଉ ବେଂଗୀ ଦେଖି ପ୍ଲାନ୍ ରେ ଫସେଇବା
ବେଂଗ କହେ ଓ’ ବେଂଗ କହେ ଓ’
ଦୁନିଆ ରେ ମୋତେ କୁହ ଏମିତି କି ଚାଲେନି ବେଂଗ ଆଉ ବେଂଗୀ ମାନେ ଫୁଲୀ ଫୁଲି ଗଲେଣି ମତୁଆଲା ହେଇ ଯେବେ ବେଶୀ ସବୁ ମିଶନ୍ତି ଡିଆଁ ଡେଇଂ ହୋଇ କ୍ଲବ୍ କୁ ବି ଯାଆନ୍ତି ଛତା ଧରୁ ଥାଆନ୍ତୁ କି ଟୋପି ପିନ୍ଧି ଯାଆନ୍ତୁ ମନ ଫାଟିଯାଉ କି ବିଲୁଆ ଆସି ଯାଆନ୍ତୁ ବେଂଗ କହେ ଓ’, ବେଂଗ କହେ ଓ’
Have a WordPress.com account? Log in now.
Leave a comment