❚

1–2 minutes

reading

·

“ହିମାଳୟ ର ହିମ ଛାୟା ତଳେ ମସୁରୀ “

“ହିମାଳୟ ର ହିମ ଛାୟା ତଳେ ମସୁରୀ ”

ଥରେ ଆମ Sir “ହିମାଳୟ ର ହିମ ଛାୟା ତଳେ ମସୁରୀ ” ପଢାଉ ଥିଲେ.

ମୁଁ କହିଲି “ହିମାଳୟ ର ହିମ ଛାୟା ତଳେ ଘୁସୁରୀ”

Sir କହିଲେ “ଛତରା”. ମୁଁ କହିଲି “ରା ରା ଏକ୍ ଡା ପୋତରା”

Sir କହିଲେ “କ୍ଲାସ୍ ରୁ ବାହାର”

ମୁଁ କହିଲି “ଆପ ଆଏ ବହାର୍ ଆଏ”

Sir କହିଲେ “କେଡେ ଇଡିଅଟ୍ ଟା କି ରେ ?”

ମୁଁ କହିଲି “ସାରେ ମ! ଜଲ୍ଦି ସାରେ.” 

Sir କହିଲେ “ମୋତେ ତୁ’ ତା’ କରୁଚୁ?”

ମୁଁ କହିଲି ” ମୁଁ କହିଲି, Sir ମ! ଜଲ୍ଦି. Sir .”  ମନେ ମନେ ଭାବିଲି କେତେ  wrong ଦେଖଉଚୁ?  

Sir କହିଲେ “ଅଭଦ୍ର ଟେ କି, ମ କହୁଚୁ? ”

ମୁଁ କହିଲି “Sir , ମୁଁ ଗାଁ ଲୁ ଆସିଚି ପଲା !”

Sir କହିଲେ ” କନ୍! ତୁ ଗାଁ ଲୁ ଆସିଚୁ, ଆଛା ହଉ ”

ମୁଁ କହିଲି “ସାଆଲେ ମ ଥଟା କନ୍ କଲୁଚ, ମୁଁ ପଲା ଟିକେ ଖନା!”

Comments

Leave a comment