Odia language [analysis article]

ମଣିଷ ଅନେକ ସମୟ ରେ ବହୁତ ସାମାନ୍ୟ ସତ୍ୟ କୁ ବୃଥା ବୋଲି ମନେ କରେ. ତେଣୁ ସାମାନ୍ୟ ସତ୍ୟ ତା’ ଠାରୁ ଦୁରେଇ ଯାଏ, ଠିକ ଯେମିତି “ଉଦଜହାଜ଼ା” ତୁମର ପ୍ରିୟ ଜନ କୁ ନେଇ ଦୁରକୁ ପଳାଏ.

“ଉଦ୍-ଜହାଜ଼ା” ଉଡ଼ା-ଜାହାଜ ଠାରୁ ଅଧିକ ଠିକ, କିନ୍ତୁ ତୁମ ମାନଂକ ମଧ୍ୟରୁ କେହି ଏହାକୁ ଜାଣି ନାହାନ୍ତି, ତେଣୁ ଏହା କୁ ସ୍ବୀକାର କରିବା ଟିକେ କଷ୍ଟ. ଥଟା କରିବା “ଅହୁରୁ” ସହଜ.

“ଅହୁରୁ” ଆହୁରି ଠାରୁ ମଧ୍ୟ ଠିକ ହୋଇ ପାରେ କିନ୍ତୁ ଏହାକୁ ଭୁଲ୍ ବନାନ ରୁପେ ଗ୍ରହଣ କରି ନିଆ ଯାଇଛି, ତେଣୁ ଏହାର ସତ୍ୟା-ସତ୍ୟ ହଜି ଯାଇଛି. କେହି କେବେ ଏ ପ୍ରଶ୍ନ କରି ଛନ୍ତି କି ଆହୁରି ଟି କାହିଁକି ଠିକ ଆଉ ଅହୁରୁ କାହିଁକି ଭୁଲ୍? ଭୁଲ୍ ହେଇ ଥାଉ, କିନ୍ତୁ ଏ ପ୍ରଶ୍ନ କେହି ପଚାରିଛନ୍ତି କି? [ନା ତୁମେ ମାନେ ସବୁ “ଭାବୁଛା” ମୁଁ ଓଡିଆ ଭୁଲି “ଯାଇଛା” ବୋଲି?] ବନାନ ଶୁଦ୍ଧି ର ସମସ୍ତ ତଥ୍ୟ କୁ କେଉଁ ଓଡିଆ ମହା ପଣ୍ଡିତ ବ୍ୟାଖ୍ୟା କରି ଛନ୍ତି କି? ସମସ୍ତେ ରାଜ୍ୟପାଳ-ନ୍କ ଠାରୁ ଶାଲ୍ ନେବା କିମ୍ବା ପ୍ରିୟ ଓଡିଆ “ବୋଳାଇବା” ରେ ଅନେକ କୋଟି ବି “ଖର୍ଚା” କରିବେ, ନାହିଁ ?? ଖର୍ଚ ଲେଖିଲେ ଠିକ୍, ଖର୍ଚା ଲେଖିଲେ ହିନ ମନ୍ୟତା କୁ ଆଘାତ ଲାଗେ. “ଅନୋଡିଆ” ମନୋଭାବ ସ୍ପଷ୍ଟ ହେଇ ଯାଏ. କିନ୍ତୁ “ଟା” [କେବଳ ଟା ଲେଖି ହେଉଛି, କାରଣ GT ପ୍ରସନ୍ନ ନାହାନ୍ତି] “ଡ” ଆଉ “ଡ଼”, ଲ, ଳ ଆଦି ବିଦେଶାଗତ “ଉଛାରଣ”. [ଉଚାରଣ କାହିଁକି ଠିକ୍ ଆଉ ଉଛାରଣ କାହିଁକି ଭୁଲ୍? କଣ ମ କାହିଁକି ଭୁଲ୍? ଠିକ୍ ଟା ତ କହି ଦିଆ ଗଲା ପୁଣି କଉଟା ଭୁଲ୍ କଉଟା ଠିକ୍ କଣ? କିନ୍ତୁ ଠିକ୍ ଟା ଆମେ କେମିତି ଜାଣିଲେ ? ଯଦି ଠିକ୍ ଟା ଏତେ ସହଜ ତାହେଲେ ସବୁଠି ଏତେ ଭୁଲ୍ କାହିଁକି? ]

ଓଡିଆ ମାନେ ହିନ ମନ୍ୟତା ରେ ବହୁତ “କିଛୁଇ” କରି ଯାଇ ଛନ୍ତି ଏବଂ ନିଜ ଭାଷା ର ବ୍ୟାପକତା କୁ ହରାଇ ଛନ୍ତି.  ମୁଁ ଓଡିଆ ଭାଷା କୁ ନିହୋଂଗୋ ଭାଷା ର ଉଚାରଣ-ଗତ ପାର୍ଥକ୍ୟ ମାତ୍ର, ଅନେକ ଭାବରେ ଏହା ଗୋଟେ ଭାଷା ବୋଲି ଦାବି କରି ସାରିଲିଣି, ପ୍ରମାଣ ସହିତ [ଗତ ଏକ ବର୍ଷ ମଧ୍ୟ ରେ] {ନିହୋଂଗୋ ହେଉଛି ୧୬ କୋଟି ଜାପାନିଜ୍ ଲୋକ ମାନଂକ ଦ୍ବାରା କଥିତ ଏବଂ ଆଦୃତ ଭାଷା ସମଷ୍ଟି. ଏଥିରେ ଅନେକ ମାତ୍ରା ରେ “ସଂସ୍କୃତ”=ଭାରତୀୟ ଭାଷା ମାନଂକ ସହ ସମାନତା ଥିବା ଶବ୍ଦ ପ୍ରୟୋଗ ହୁଏ, ଯାହାର ବହୁ ପ୍ରମାଣ ମୁଁ ଦେଇ ସାରିଛି, କିନ୍ତୁ ଅନ୍ୟ ଭାରତୀୟ ଭାଷା ମାନଂକ ପରି ଓଡିଆ ଭାଷା ସହ ଅନେକ ବ୍ୟାକରଣ ଗତ ସମାନତା ପରିଦୃଶ୍ୟ ହୁଏ. ମୋ ମତ ରେ ଏ ଦୁଇ ଟି ପ୍ରାୟ ଏକ ଭାଷା, ଅନ୍ତତଃ ପୁର୍ବ କାଳେ ଅନେକ ଏକତା ଦୁହିଂକ ମଧ୍ୟରେ ଥିଲା ବୋଲି ମୋର ଅଧ୍ୟାପନା ରୁ ମୋର ବିଶ୍ବାଶ. “ଚିନିଜ଼” ମଧ୍ୟ. ଗୋଟେ ଉଦାହରଣ ଦେଉଛି ଅବଶ୍ୟ ଏଥିରୁ ପ୍ରାୟ ଆପଣ ମାନେ ଜାଣି “ନା” ଥାଇ ପାରନ୍ତି କାରଣ ଏହା ବିଭିର୍ଣ୍ଣ ଅନୁଶୀଳନ ରୁ ଗୃହିତ, ଯଥା ଉଚାରଣ ମାନେ ପରଷ୍ପର ମଧ୍ୟ ରେ କେଉଁ ଭଳି ଭାବରେ ରୁପାନ୍ତରିତ ହୁଅନ୍ତି ଇତ୍ୟାଦି, ଉଦାହରଣ ଟି ହେଲା: ନିହୋଂଗୋ: ଶିଂବୁଂଅ. ଏହା ପ୍ରାୟତ ଓଡିଆ ଶବ୍ଦ “ସମ୍ବା-ଦ” ର “ଶମ୍ବା” ଭାଗ ସହିତ ସମାନ.  ଯାହାକୁ ବ୍ୟାଖ୍ୟା କଲେ ଅର୍ଥପୁର୍ଣତା “ମେହଶୁଶ୍” ହୁଏ: ନୁତନ=ନୁ-ଶଂ, ନୁ-ନିଉ ଇଂଗ୍ରାଜି ଶବ୍ଦ NEW . ଶଂ ଆଉ ଶିଂ, ଶିନ୍ ଆଦି “ସଂସ୍କୃତ” ତଥା ନିହୋଂଗୋ ଭାଷା ର “ନୁତନ” ଅର୍ଥ ର ପ୍ରକୃତ ଶବ୍ଦ. ବୁଂ, ବୁଁଅ ସମ୍ଭବତ ବାଣୀ = ଶବ୍ଦ, ଭାଷା, ସ୍ବର, ଅନ୍ୟ ଅର୍ଥ ରେ ଆମେ ଧିରେ ଧିରେ ଅଧିକ ସ୍ବର-ମାତ୍ରା ଆଡକୁ ଆସି ଯାଇଛେ, କିନ୍ତୁ ଏହା ବହୁ ଶତାବ୍ଦୀ ର ପ୍ରତିଫଳନ ନୁହେଁ ବରଂ ବ୍ୟବହାରଗତ ପରିବର୍ତ୍ତନ ହୋଇ ଥାଇ ପାରେ. ଏହାର ଅର୍ଥ ହେଲା “ଶିଂବୁଁଅ” ଯାହା ଜାପାନିଜ଼ ଭାଷା ରେ ସମ୍ବାଦ କୁ ବୁଝାଏ ହୁଏତ ପ୍ରକୃତ ରେ ଶିଂବଂତ-ପ୍ରାୟ ହୋଇ ଥାଇ ପାରେ}

ଦୁଇଟି କଥା କହିବା ଦରକାର ବୋଲି ଭାବୁଛି.

୧. ଏହି ପରି ଅନେକ ଅନୁଶୀଳ ଏବଂ ଅନୁଧ୍ୟା’ ଦ୍ବାରା ହିଁ ଆମେ ନିଜ ଭାଷା କୁ “ଆହୁରୀ” ଭଲ ଭାବ ରେ ବୁଝି ପାରିବା ଏବଂ ଏହାର ପ୍ରକୃତ ବ୍ୟାପକତା କୁ ମଧ୍ୟ ଉପଲବ୍ଧି କରି ପାରିବା.

୨. ଇଂଗ୍ରାଜି ଅକ୍ଷର ଏବଂ “trans-version” ଦ୍ବାରା ଅନେକ ତଥ୍ୟ ସାମନା କୁ ଆସି ଥାଏ, ଏହାକୁ ହେୟ ମନେ କରିବା କିମ୍ବା ଫୋପାଡିବା ଅପେକ୍ଷା ସେଥିରୁ କିଛି “ପ୍ରଶା-ନା”, “ଫଳ-ପରଦା” ହୋଇ ପାରେ. ” ” ଶବ୍ଦ ଗୁଡିକୁ ଲକ୍ଷ କରନ୍ତୁ. transversion ବା transliteration ଆମ ଭାଷା ର ଅଂଗ, ବିଦେଶୀ ଭାଷା ର ନୁହେଁ, ବିଦେଶୀ ଭାଷା ଇଂଗ୍ରାଜି କୁ ସେହି କାମ ପାଇଁ ନିୟୋଗ କରା ଯାଇ ଅଛି, ତେଣୁ ସେ କେବଳ machine ପରି କାମ କରିବ. ଅବଶ୍ୟ ଏଥିରେ ଅନେକ ଗୁଢ଼ ତଥ୍ୟ ମଧ୍ୟ ଲୁଚି ରହିଛି, ଯଥା ଆମେ କେଉଁ ରୁପ ଟିକୁ ଗ୍ରହଣ କରନ୍ତି ଏବଂ କାହିଁକି, ଯଥା ନିହୋଂଗୋ ଭାଷା ର “rule” ଗୁଡିକ ଆମ ଠାରୁ ସାମାନ୍ୟ ଅଲଗା, ଇଂଗ୍ରାଜି ନିଜେ ଏକ self-transversion  [ବା self-transliteration ବ୍ୟବସ୍ଥା, ଠିକ୍ ଯେମିତି ଆମେ ନିଜ ଭାଷା ରେ “rule” ରଖିଛେ, ନ ହେଲେ ଏ ସବୁ ପରିପକ୍ବ ବ୍ୟବସ୍ଥା ଗୁଡିକ ର ସୃଷ୍ଟି ହୋଇ ନ ଥାନ୍ତା.] ଆମର ବ୍ୟବସ୍ଥା ଟି ନିହୋଂଗୋ ବ୍ୟବସ୍ଥା ଠାରୁ ଅନେକ ପଛରେ କିନ୍ତୁ ଏହା କୁ ସହଜ ରେ ସଜଡା ଯାଇ ପାରିବ. ଏ ଦୁଇ ଟି ସମ୍ଭବତ ଗୋଟିଏ ଆତ୍ମା ରୁ ଭିର୍ଣ୍ଣ ହୋଇ ଯାଇ ଛନ୍ତି. ଏହି rule ଗୁଡିକ ଦ୍ବାରା ଅନେକ ନୁଆ ଶବ୍ଦ ମଧ୍ୟ ପଦା କୁ ଆସି ପାରେ.କାରଣ ଏହା ଅନ୍ୟ ଭାଷା ର ପଦ୍ଧତି କୁ ବ୍ୟବହାର କଲେ ମଧ୍ୟ ଆମ ଭାଷା ର ଆଭ୍ୟନ୍ତରିଣ ରୀତି ନୀତି ସହ ଜଡିତ.

୩. ଏଇ ଟି bonus : ଅନ୍ୟ ଭାଷା ଗୁଡିକୁ ନ ଶିଖି ଆମେ ନିଜ ଭାଷା ବିଷୟ ରେ ବହୁତ୍ କିଛି ଶିଖି ପାରିବା ନାହିଁ. କାରଣ ସେମାନନ୍କୁ ଶିଖିବା ଦ୍ବାରା ସେମାନଂକ ର “ପଢତୀ” ଏବଂ ପଦ୍ଧତି ଗୁଡିକୁ ଶିଖି ବାକୁ ମିଳି ଥାଏ. ଏବଂ “ସଂସ୍କୃତ ଏକ୍ ଟା ଭାଷା ନୋଏ, ଏଟା ଗୋଟେ ପଦ୍ଧତି ଏବଂ ପ୍ରତ୍ୟେକ ଭାରତୀୟ ଭାଷା ଗୁଡିକ ପରଷ୍ପର ଠାରୁ ମାତ୍ର ୨ ମିଟର୍ ଛାଡି ଅଛନ୍ତି, ସେମାନ ନ୍କୁ ୧୦୦୦ କିମି ଭାବରେ ପ୍ରସାର କରା ଯାଉଛି.

 


Posted

in

by

Tags:

Comments

One response to “Odia language [analysis article]”

Leave a comment