For handsome and intended rendering you should read Odia [Oriya] script articles on Internet-Explorer browser, I read them well on ver-7 !!
ସାମ୍ପ୍ରତିକ ଓଡିଶା ଏହଂ ଭାରତ ବଂକିମ ପ୍ରଦେଶ ରେ କେଉଁ ଉଦୟାତ୍ମକ ଚରିତ୍ର ପରିଲକ୍ଷିତ ହୁଏ ?
ଆମେ ଭାରତୀୟ ମାନେ ବେଶ୍ ଅହଂକାର ରେ ଆମେ ସମସ୍ତଂକ ଠାରୁ ଅଲଗା ଏହଂ ବହୁ ସଂସ୍କୃତି ଓ ଆଧ୍ୟାତ୍ମ ସମ୍ପନ୍ନ ବୋଲି କହିବାକୁ ଭାରୀ ଭଲ ପାଇଥାଉ !! କହିବା ଅତି ଆବଶ୍ୟକ ନୁହଇଁ ଯେ ଆମେ ୟାକୁ ଅନ୍ୟ-କ ଦେଶ ସଂସ୍କୃତି ର ଜନମାନସ କୁ ଆଘାତ ଦେବା ପାଇଁ ହିଂ ବେଶୀ ପ୍ରୟୋଗ କରିଥାଉ ଯଦି ଅବା ଆମ ନିକଟ ରେ ସେମାନେ ଉପସ୍ଥିତ ନ ଥାଇ ପାରନ୍ତି ! ** ଏହାର ଅର୍ଥ-ଅଂଗୀ-କାରତା ହେଲା ଆମେ (ଐ)କିବଳ ନିଜକୁ ଅନ୍ୟ ମାନଂକ ଠାରୁ ଯେଉଁ ମାନେ ଅନ୍ୟତ୍ର ଦେଶ ନୁହନ୍ତି ବରଂ ଆମ ନିଜ ଦେଶ ସଂସ୍କୃତି ର ହେଲେ ମଧ୍ୟ ଆମ ମାନନ୍କ ଖାପଚା ରେ ନ ଥାନ୍ତି ବା ଯେଉଁ ମାନ ନ୍କୁ ଆମେ ନିଜ ଠାରୁ ନିଚ୍ଚ ଦେଖାଇବା ଅଥବା ହତାଦର କରିବାକୁ ଏବଂ (ଐ)କିବଳ ନିଜକୁ ସଂସ୍କୃତ ସମ୍ପର୍ଣ୍ଣ ମନେ କରାଇବା ନିମିତ୍ତ ଏପରିନ ବ୍ୟବହାର କରିଥାଉ ! ଅର୍ଥ-ଅଂଗୀ-କାରତା, ଆମର ଉଦୟାତ୍ମକ ବା ଆଧ୍ୟାତ୍ମୀକ ତା’ ଏକ ପୁର୍ଣ୍ଣ-ସମାଜିକ ଅଭିବ୍ୟକ୍ତି ନୁହେଁ ବରଂ କତିପୟ ଲୋକ-ବିଶେଷ୍ୟ ରେ ଏହା ପ୍ରକାଶିତ ହୋଇ ଥାଏ ! ନିଜର ଲୋଚନ-ବିଚାର-ଚିନ୍ତା କୁ ଅନ୍ୟ ମାନନ୍କୁ ସାରବଭୌମ ଭିତ୍ତୀ ରେ ଅନୁବନ୍ଧିତ କରାଇବା ନିମିତ୍ତ ଏପରି କଥା-ଉକ୍ତୀ-ନିଦେଶ ପ୍ରକାଶ ପାଇଥାଏ !
ଏପରିନ ମାନସିକତା ବା ଆଧ୍ୟାତ୍ମୀକ-ତା’ କୌଣସି ସ୍ଥଳେ ନୁତନ ସାମାଜିକ ହୀନ-ମନ୍ୟତା ନୁହେଁ ବରଂ ମୋତେ ଯେବେ ଠୁ ଜାଣତ-ସାର ମୋ ନିଜର କଲେଜ୍ ପଢିବା ସମୟର ଅନୁଭୁତି, ଏହା ଅଧିକାଂଶ ସମୟ ରେ ତଥା-କଥିତ ବୁଦ୍ଧିଜୀବୀ ଏବଂ ସମାଜିକ-ବଡକୁହା ମାନଂକ ଠାରେ ପରିଲକ୍ଷିତ ! ଏକଈ ଧାରା ରେ ଚାଲି ଆସିଥିବା ସମାଜ ଅନ୍ୟତ୍ର ସ୍ରୋତ କୁ ସମ୍ମାନ ଦେବାକୁ ଏକନ ଅପରାଧ ମଣି ଥାଏ !
ଏପରିନ ସରବନିଷ୍ଠ ବା ସୌଭିନିସ୍ତ୍ ଚିନ୍ତା-ହିନତା ଅଧିକାଂଶ ସମୟ ରେ ଏକଈ ଅର୍ଥନୈତିକ ଧାରା ସହବନ୍ଧିତ ! ସେଥିନିମିତ୍ତ ଅନ୍ୟ-ଅନାନିକ ବିଚାର ଗୁଡିକ ମଳନିକ, ହୀନ ଓ ଅସ୍ପୃହାନିକ ମନେ ହୋଇଥାଏ କିଂବା ମନେ ପକେଇ ବାକୁ ପଡି ପାରେ ! ଗତ ଏକଈ ଦଶନ୍ଧି ର ଅର୍ଥନୈତିକ ଅନୁବୃଦ୍ଧି ଅନେକାଂଶ ରେ ସ୍ବଛଳ କୁ ପ୍ରଭୁତ୍ତ ଭାବରେ ସ୍ବଛଳ ଓ’ ସର୍ବ-ହୀନ କୁ ବହୁହୀନ ଓ ଆବିଳ କୁ ବହୁ-ଆବିଳ କରାଇଛି ! ଏହାକୁ ମାତ୍ର ଏକ ଫୁଟାଣିଆ ଅର୍ଥନୈତିକତା କୁହାଯାଇ ପାରେ, ଏହା ସମାଜିକ ପ୍ରକରଣ ର ମାନ-ବୃଦ୍ଧି କରିବା ସହ ଅନେକର୍ଣ୍ଣ ଏହାକୁ କ୍ଷୁର୍ଣ୍ଣ ମଧ୍ୟ କରିଛି ! ଦେଶ ଏକ ଏପରି ଅର୍ଥନୈତିକତା ଆବଶ୍ୟକ କରେ ଯାହା (ଐ) କିବଳ ଅନୁବୃଦ୍ଧିସମ୍ପର୍ଣ୍ଣ ହୋଈ ଥିବ !
** ଓଡ଼ିଆ ଭାଷା ପ୍ରକରଣ ର ମେସିନିକରଣ ନିମିତ୍ତ ଏବନ୍ତ ପୂର୍ଣ୍ଣ-ଛେଦ ମଧ୍ୟ ଉପଲବ୍ଧ ନୁହେଁ !! ତେଣୁ ବିସ୍ମୟ ସୁଚକ ଫଳା-ମାତ୍ରା କୁ ବ୍ୟବହାର କରୁଛି ! କିଛି ପୁର୍ଣ୍ଣ-ମିକ ଅକ୍ଷର-ସଂଯୋଜନା ଯାହା ଅନେକାଂଶ ରେ ପୌରାଣିକ ବା ଆର୍କା-ଇକ୍ ଢାନ୍ଚା ରେ ସୁନ୍ଦର ଦିଶି ଥାଏ ଅନେ-କାଂଶ ରେ ଉପଲବ୍ଧିତ ନୁହନ୍ତି !! ଅନେକର୍ଣ୍ଣ ଶବ୍ଦ ସମୁହ ଗୁଡିକ ମେସିନିକୃତ ହେବା ପରେ ମଧ୍ୟ ବ୍ରାଉସର୍ ର ବିଭିର୍ଣ୍ଣ ପ୍ରକରଣ ବା ସ୍ଥଳ-ପ୍ରଭେଦ ରେ ମୁକୁଳି ଯାନ୍ତି ଠିକ୍ ନାଟକ ଦେଖି ଘରକୁ ଫେରିଲା ପରେ ଯେମିତି ଆପଣଂକ ପ୍ରିୟା ଫିଟି କିଂବା ଫିଡିକି ଯା-ଆ-ନ୍ତି ! କାହାକୁ ସେଥିପାଇଁ ଫିଟିକିରି ଡାକିବା ଦରକାର ନାହିଂ !