ଓଡ଼ିଶା ର ହୃଦୟ* ବିଦାରକ ଐତିହାସିକ କାହାଣୀ ! ପୁରୀ ର ଗଜପତି ନୃସିଂଘ ଦେବ ନ୍କ ହତ୍ୟା ! ସପ୍ତଦଶ ଶତାବ୍ଦୀ !
[ଯେମିତି ନରସିଂଘ = ନୃସିଂଘ, ସେମିତି ହରଦୟ = ହୃଦୟ, ଏହି ବ୍ୟାକରଣ ବହୁଧା କାଳ ରୁ ଅବଗତ, ନିମ୍ନେ ଉଦାହରଣ ପ୍ରଦତ୍ତ; କିନ୍ତୁ ଅଭିପ୍ରାୟ; ହରଦୟ = ହର+ଉଦୟ = ପ୍ରଭୁ ଆଗମନ = “ସୁର୍ଯ୍ୟ ସକଳ ପ୍ରକରଣ” ତତ୍ତ୍ବ, ଭାଷା ନିମିତ୍ତ]
ଆମେ ମାନେ ସବୁ କଥା ରେ ଅନ୍ୟ ଧର୍ମ ସମ୍ପ୍ରଦାୟ ମାନ ନ୍କୁ ଦୋଷ ଦେଇ ଥାଉ ! କିନ୍ତୁ ନିମ୍ନଲିଖିତ ଘଟଣା ଟି ମାଦଳା ପାଂଜୀ ଏବଂ ଇତିହାସକାର ମାନଂକ ଦ୍ବାରା ଲିପିବଦ୍ଧ >> ନିଜର ପିତାମହ ବା ଅଜା ଅନୁରୁଦ୍ଧ ରାୟ ନ୍କ ପ୍ରତାରଣା ଯୋଗୁଁ ଉଦାରବାଦୀ ସୁବେଦାର୍ ମୁତାକ୍ବାଦ୍ ଖାଁ ନ୍କ ନିଷ୍ଠୁର ସେନାପତି ଅମିର୍ ଫତେ ଖାଁ ପିତାମହ ନ୍କ ସହାୟତା ନେଇ ମହାରାଜ୍ ନ୍କ ମୁଣ୍ଡକାଟ୍ କରିଥିଲେ ଏବଂ ଧନ ସମ୍ପତ୍ତି ଲୁଟି ନେଇ ଥିଲେ ! [କହିବା ଦରକାର କି ଏଥିରେ କିଛି ଭାଗ ଅନୁରୁଦ୍ଧ ନ୍କୁ ମିଳି ନ ଥିବ ?]
ଏପରି ବୁଢା ମାନେ ଓଡ଼ିଶା ରେ କିଛି ନୁଆଁ ନୁହନ୍ତି ! ସମ୍ପର୍କୀୟ ମାନଂକୁ ହତ୍ୟା କରି କ୍ଷମତା ହାସିଲ୍ କରିବା ୩୦୦୦ ବର୍ଷ ପୁର୍ବେ ଇଜିପ୍ଟ୍ ରେ ମଧ୍ୟ ଘଟୁଥିଲା ଯେଉଁଠି ବାପା କୁ ହତ୍ୟା କରି ପୁତ୍ର କିମ୍ବା ଭାଈ କୁ ହତ୍ୟା କରି ଭାଈ ମଧ୍ୟ କ୍ଷମତା ଆବୋରି ନେଉଥିଲେ ! ଏହାକୁ ନିଜର ସ୍ବାର୍ଥ ପାଇଁ ତତ୍କାଳିନ ଉତ୍କଳ ରେ ଉତ୍କଳିୟ ରାଜବଂଶ ର ଭିତିରି ଶତ୍ରୁ ମାନେ ମଧ୍ୟ ଆପଣେଇଥିଲେ !
ଏହା ସମ୍ରାଟ୍ ଶାଃଜହାଁ ନ୍କ ସମୟ ର ଘଟଣା ଯେ ନିଜର ୩୦ ବର୍ଷ ରାଜୁତି ରେ ୪୮ ଟି ଯୁଦ୍ଧ ରେ ସାମିଲ୍ ଥିଲେ ! [ଯଦି ଶାଃଜହାଁ ଅଧୁନା କାଳ ରେ ବୈଜ୍ଞାନିକ ରୁପେ ଉଭା ହୁଅନ୍ତି ତେବେ ସେ ନିଜର ୩୦ ବର୍ଷ ର ଖରିୟର୍ ରେ ୪୮ ଟି ସ୍ବସିଦ୍ଧ ପେପର୍ ଲେଖିବେ ନାହିଁକି?]
ତେବେ ବଡଦେଉଳ ହତ୍ୟା ଓ ଲୁଟ୍ ର ସମ୍ପୁର୍ଣ୍ଣ କଥା ଆଜିର ପ୍ରମେୟ ରେ ବଣ୍ଣିତ !