Japanese Anime to Odia anime

“……..造り今須サテ サテ ナニガ デキるかな。はい、できました

Tsukurimashou, tsukurimashou,

Sate sate nani ga dekiru ka na.

Hai, dekimashita.

Nemurimashou, nemurimashou,

Sate sate dare ga ichiban ka na.

Hai, Oosaka-san desu ne.

Hashirimashou, hashirimashou,

Sate sate dare ga ichiban ka na.

Hai, yappari Sakaki-san!

[yopparai =drunk, yappari =ehi pari, jemiti, sehi pari,
semiti, seia’pa, seiapara, hah’para]

Sawagimashou, sawagimashou,

Sate sate dare ga urusai ka na?

Tomo-chan desu ne.

To mottara, Yukari-sensei desu!

Oyogimashou, oyogimashou,

Sate sate dare ga ichiban ka na.

Hai, yappari, Kagura-san desu ne!

Kore de oshimai! Oi! Chiyosuke! Watashi ga

detenai zo, watashi ga!

Nanda yo-! Yomi ni torie nanka anno ka yo-!

Nani–!?

Aaa, kenka wa yamete kudasai–

Eeto, eeto, eeto,

A,

Yasemashou, yasemashou,

Sate sate chanto, dekita ka na.

Are-?

Ma-ta shippai de-su!

Kono yaro- iwasete okeba–!

Utaimashou, utaimashou, Minna de utaeba, tanoshii na. Ehe!

Chiyo-chan, atashi ni mo utawasete.

Oi? Mochiron, ii desu yo!

Hona, ikudee.

Tsukurimashou, tsukurimashou,

Sate sate nani ga dekiru ka na.

A……kore wa……

Taberareru you na, taberarehen you na……

Kore wa na,

……Osaka-san.

Watashi tabete mimashou ka……?

କରିବା’ଆସ କରିବା’ଆସ

ହଉ ହଉ କିଛିଟେ କରିଛ କି ନା !

ହଁ, ହେଇଗଲା

ଶୋଇବା’ଆସ ଶୋଇବା’ଆସ

ହଉ ହଉ କିଏ ପ୍ରଥମେ (ଶୋଇବ) କି ନା

ହଁ  ସ୍ଵାଧିନ୍-ସାର୍  ଅଛନ୍ତିନା !!

ଦୌଡିବା’ଆସ ଦୌଡିବା’ଆସ

ହଉ ହଉ କିଏ ପ୍ରଥମେ କି ନା

ହଁ, ହଁପରା ବୁଧିଆ-ସାର୍ !

ପାଟି’କରିବା ପାଟି’କରିବା

ହଉ ହଉ, କିଏ ବଡ-ପାଟିଆ କି ନା?

ରୋଜୀ-ମାଡାମ୍ କରନ୍ତି ନା

ସେଠୁ ଅଧିକା ପାକୁଆ-ସାର୍ କରନ୍ତି

ପହଂରିବା’ଆସ ପହଂରିବା’ଆସ

ହଉ ହଉ

କିଏସେ ଫାସ୍ଟ୍-ହେବ କି ନା

ହଁ, ସେଇଆ’ପା, ହଗୁରା-ସାର୍ ହେବେ ନା

ଏଇ ଠି ସ’ରୁଚି!

ଓ’ଏ କରିଶ୍ମା

(put your favorite woman’s name)

ମୋ’ତେ ଆଉ

ଆସୁନି, ମୋ’ତେ !!

କଣ-ହେ! ପାଠ ର ମୁଲ୍ୟ କଣ? ଏଇ କି ହେ?

କଣ??

ଓଃ, କଳି ସେତିକି ଥାଉ, ପ୍ଲିଜ୍-

(“kenka = ଖେଂକା” of Japanese compare with “ଖେଂକା-ଖେଂକି” of Odia “ଓଃ,
ଖେଂକା ଖେଂକି ସେତିକି ଥାଉ)

ଆଉ ଆଉ ଆଉ

ଏ’

ମଜା’କରିବା ମଜା’କରିବା

(ମଜା’କରିବା ଆସ etc)

ହଉ ହଉ ଗୀତ’ଟା, ସରିଲା କି ନା

ଆରେ?

ତଥାପି (ପୁଣି) ଫେଲ୍ ମାରୁଚି

ଇଏ ଚାଲିଲେ

ରାଗ ମାଡିବ-!

ଗାଇବା’ଆସ ଗାଇବା’ଆସ,

ସମସ୍’ତେ

ଗାଇବା, ମଜା ନା. ଏଁ!

ଗୀତା’ମାମ୍,

ମୋତେବି ଗାଇବା’ଲାଗୁଚି [ଗୀତ ମାଡୁଚି etc]

ଓଏ, ନିଶ୍ଚୟ, ଠିକ ଅଛି ହେ!

ହେଏଏଇଇ ଗଲୀ’ରେ [hona ikude…]

କରିବା’ଆସ କରିବା’ଆସ

ହଉ ହଉ କିଛି’ଟେ ହେଲା କି ନା

ଉମ୍ମ୍.. ଏଇ’ଟା ଖାଇ’ପାରିବି ନା !, ଖାଇ’ପାରିବି’ନି ନା!

ଓସାକା-ସାର୍ !

ମୁଁ ଖାଇ ପାରିବି କି…?

ଭଲ’ନୁହେଁ!

——————————-

(someone from Talcher would say, “ ଭଲ’ନି” and someone from delhi would say
“ଠିକ୍’ନହିଁ”!)

the “ହେଁ, ହେନ୍” (hen) in Japanese is like the “ନି” in Odiaa which makes
negative of a word,

“ଦେବି” >>> “ଦେବିନି:’ “ଦେ” >>> “ଦେ’ନି”, which comes from
“ନୁହେଁ”.

So in Odiaa “ନୁ’ହେଁ = ନି ” and the same “ହେଁ=hen” is there in Japanese.
Voilaa.

the other use of Japanese “hen” is strange = “ଅଦ୍ଭୂତ” in odiaa, “ଅଦ୍ଭୂତ
ଲୋକ ଟା ନା!” >>>

“hen na hito ne? = ହେଂ ନା ହିତୋ ନେ ?”

could it be “ହେଁ ଲୋକ ଟା ନା?”.

(the exact same use can come from an attempt to correspond to
the exact same sound.)

The word “chaunen ” in Japanese comes from “chau = ଛାଉ = ଭଲ”, “nen = hen =
ନେଁ(ନେଂ), ହେଁ(ହେଂ)” in Kansai accent(କାଂସାଇ accent)

chauhen  = ଚାଉହେଁ, chaunen = ଚାଉନେଁ

While I am at my best: “ଭାରତ ଗଣ-ତନ୍ତ୍ର” would translate like >>>
“ଭାରତ ହିତୋବିତୋତ୍ସୁନ ଖେଂ’ପୋ” >>> “the Indian republic” ]


Posted

in

,

by

Tags:

Comments

Leave a comment