poem

तुम्हारे फुर्सत — in your leisure !

उर्दू ही तो है;
… … तुम्हारे फुर्सत में भी तुमाहरे बाप के मेहनत नज़र आये
तुम्हारे लड़खड़ाने में उसके तौर तरीके – मसले – नज़र आए

… … Your leisure shall remind you your fathers hard-work.
Your failures shall remind you his philosophies and issues.

ବଗ କୁ ଅନେଇ ମୀନ …

ବଗ କୁ ଅନେଇ ମୀନ ପିରତି ର କଥା କହେ ବଗ ଖୁମ୍ପି ଦେଇଯାଏ ଘନ ଏ ମୀନ ଲୋ ବଗ ସାଂଗରେ ପିରତି ମନା ଏ ମୀନ ଲୋ ବଗ ସାଂଗରେ ପିରତି ମନା ଏ ମୀନ ଲୋ ବଗ ସାଂଗରେ ପିରତି ମନା ଏ ମୀନ ଲୋ ବଗ ସାଂଗରେ ପିରତି ମନା

ଦେହେ କୁଂକୁମ ସିନ୍ଦୁର ଲଗାଇ !!

ଦେହେ କୁଂକୁମ ସିନ୍ଦୁର ଲଗାଇ ସତେ କି ପଡିଛି ଅରୁଣ ଛାଇ ଯାଉଚ୍ଛ କାହିଁ ? କଥା ମୋର ଟିକେ ଶୁଣନ୍ତ ନାହିଁ ? ସୁନ୍ଦରୀ ମାନଂକ ମେଳ ରେ ବସି ଦିଶୁ ଥାଅ ଏକ ରୁପସୀ ଶଶୀ !! ଝଲକୀ ଯାଏସେ ଦୁରରୁ ଆସି !! ଯାଉଚ୍ଛ କାହିଁ ?