❚

1–2 minutes

reading

·

ଦେହେ କୁଂକୁମ ସିନ୍ଦୁର ଲଗାଇ !!

ଦେହେ କୁଂକୁମ ସିନ୍ଦୁର ଲଗାଇ
ସତେ କି ପଡିଛି ଅରୁଣ ଛାଇ
ଯାଉଚ୍ଛ କାହିଁ ?
କଥା ମୋର ଟିକେ ଶୁଣନ୍ତ ନାହିଁ ?
ସୁନ୍ଦରୀ ମାନଂକ ମେଳ ରେ ବସି
ଦିଶୁ ଥାଅ ଏକ ରୁପସୀ ଶଶୀ !!
ଝଲକୀ ଯାଏସେ ଦୁରରୁ ଆସି !!
ଯାଉଚ୍ଛ କାହିଁ ?

Comments

Leave a comment