Tag: writing
-
12 haikus in Odia
There are 12 haikus therefore in total [Odia-haiku] (5) ବେଂଗୁଲୀ କଥା (7) ଟୁପୁରୁ ଟୁପୁରୁ ଠୋ (5) କେସର ଗଜା (5)ବେଂଗୁଲୀ କଥା (7)କବାଡି କବାଡି ଢୋ (5)ବାଳୁଂଗା ମଜା … (5)ବେଂଗୁଲୀ କଥା (7)କିଚିରୀ କିଚିରୀ କୀଂ (5)ଗାତୁଆ ମୁଷା (5)ବେଂଗୁଲୀ କଥା (7)ଘାଇଁ ଘିରି ଘିରି ପିଂ (5)ଗାଉଁଲି ରଜା