The 5,7,5 poems I had written in Japanese haiku tradition, summer this year {2011} ..
Note: you can recognize there are exactly 5,7,5 letters {analytically there are more because matra/falas are fractional letters}
even if you can’t read the language, the little other things are symbols that represent fractional letters called matras/falas\
There are 12 haikus therefore in total [Odia-haiku]
(5) ବେଂଗୁଲୀ କଥା (7) ଟୁପୁରୁ ଟୁପୁରୁ ଠୋ (5) କେସର ଗଜା
(5)ବେଂଗୁଲୀ କଥା (7)କବାଡି କବାଡି ଢୋ (5)ବାଳୁଂଗା ମଜା …
(5)ବେଂଗୁଲୀ କଥା (7)କିଚିରୀ କିଚିରୀ କୀଂ (5)ଗାତୁଆ ମୁଷା
(5)ବେଂଗୁଲୀ କଥା (7)ଘାଇଁ ଘିରି ଘିରି ପିଂ (5)ଗାଉଁଲି ରଜା
5) ବେଂଗୁଲୀ କଥା ବର୍ଷା ଦିନିଆ ଥଂଡା ଗରମ୍ ବରା
6) ବେଂଗୁଲୀ କଥା ଛାତ ଉପରେ କାଉ ଆମ୍ବ ଟାକୁଆ
7) ବେଂଗୁଲୀ କଥା ଦୁରୁପଯୋଗ କିଂଆ? ହିଂଜ଼ଡା ଲାଜ !!
8) ବେଂଗୁଲୀ କଥା ଓଡିଶା କୁ ଖୋଳେ କେ? ଚୁଟିଆ ମୁଷା
9) ବେଂଗୁଲୀ କଥା ହନ୍ତସନ୍ତିଆ ଦିନ ଓଡିଶା ଭାଗ୍ୟ
10) ବେଂଗୁଲୀ କଥା ରାଇଜ ଟା ସାରା ହା’ ତୁଚ୍ଛା ବିଚାର
11) ବେଂଗୁଲୀ କଥା ଅଦିନୀଆ ପ୍ରେମ ଲୋ ଗୁଣୀ ମନ୍ତର
12) ବେଂଗୁଲୀ କଥା ଥିଲାବାଲାନ୍କ ଯୋର୍ ନଡିଆ ଭୋଗ