❚

1–2 minutes

reading

·

ଜଣା ନାହିଁ, ଚିନ୍ହା ନାହିଁ. ବାଟେ ଘାଟେ ଦେଖା ନାହିଁ…..ମାନସୀ କନ୍ୟା

ମାନସୀ ସେ କନ୍ୟା ….

ମଧୁର ମଧୁର

କାମିନୀ ର ସୁର

କେଉଁ ରୁପେ ଗଢି ଅଛି

ବିଧାତା ରୁପ ର

ନାନା ରୁପେ ଛନ୍ଦା

କଟି ରେ ଭରିଛି ତାର

ବିଦ୍ୟୁତ ସ୍ପର୍ଶ ର

ଅଳସି ତା ଚାଲି, ଅଂଗେ ମହକୁଛି ତାର ଅତର ର ଛିଟା

ରୁପ ଯୌବନ

କରି ପାଗଳ ସେ କରେ ବାଟ ବଣା

ଗାଇ ବାକୁ ସୁର ନାହିଁ

ସୁର ସବୁ ଭରିଛି ସେ ଅପରୁପା ନୟନ ପିତୁଳା

Comments

Leave a Reply