❚

1–2 minutes

reading

·

ମୁଇଁ ଛବିଲି ତୁଇ ଝଟ୍-କୀ

ମୁଇଁ ଛବିଲି ତୁଇ ଝଟ୍-କୀ
          ଘୋଡା ନାଚ ଦେଖି ଫେରୁଥିଲା ବେଳେ
          ପବନ ଯାଇ ଥିଲା ଅଟକୀ
ମୋଡା ପରଶା କୁ ମସାଜ୍ ଦେବାକୁ
ନେଲି ତୋତେ ମୁଇଁ କଟ୍-କୀ
          ତୋ ରୁପ ଲାବନ୍ୟ ରେ ସବୁ ହେଲେ ବାଇ
          ମୁଇଁ ମରୁ ଥିଲି ହସିକୀ
ଅଂଗ ସବୁ ମୋର ନାଚି ଉଠୁ ଥିଲା
ମନ ରେ ବାଜୁ ଥିଲା ପାଉଁଜି
ସବୁ ସୁନ୍ଦରୀ ନ୍କ ତାଲିକା ଭିତରୁ ଲାଗୁ ତୁ ସବୁ ଠୁ ସୁନ୍ଦରୀ
ଅଂକ କଷା ଠାରୁ ଆହୁରୀ ଜଟିଳ ବକ୍ର ରେଖା ତୋର ଯେପରି

Comments

Leave a comment