❚

1–2 minutes

reading

·

a poem in odia

written about a month ago
some spellings are intended and some jumbling may be due to poor softwaring …
ରବି ଆଯୀ ଉଇଁନୀ ପୁର୍ବ ରେ
କେତେ ଗୁମନ ତା’ ଥିଇଲା ତ ମନେ
ଚନ୍ଦା କରୁଛି ବିଇଳପ
ରବି ଆଯୀ ଉଇଁନୀ ପୁର୍ବ ରେ
କେତେ ସ୍ବନେ ଚନ୍ଦା ଗାଉଛି ବିକନ୍ଦା
ରବି ଆଯୀ ଉଇଁନୀ ପୁର୍ବ ରେ

ମନ କି ତା’ ଆଜୀ ହୋଇଛି ଉଦାସ କରିଛି ସେ କା’ରେ ଉମନ
ରବି ଆଯୀ ଉଇଁନୀ ପୁର୍ବ ରେ
ଦେବ ବୋଲି ତା’କୁ ସରଧା ସୁମନ
ରଖିଛି କେତେ ସେ ସାଇତା ସପନ
ରବି ଆଯୀ ଉଇଁନୀ ପୁର୍ବ ରେ

ରଥେ ବସି ରବୀ ଆସିବ ତା’ ଦିନେ
ସପନ କୁ ତା’ର ନେବ ସେ ଆଗୋଶୀ
କହିବ ମିଠା ମୁହଁ ତାନେ

Comments

Leave a comment