A fantastic bilingual website from the state of Odisha. English and Odia. Very informative especially for entrepreneurs as the name of website speaks of: bepara.com, bepara (byapar) is Odia for transactions/business. Here is a fantastic article written in Odia which I am translating partly to English. I am also appending the article as-it-is in Odia script, as its a valuable and interesting article by the title “Some simple rules”
Source and rights with: http://bepara.com/965/
———————————
“Some simple rules”
Rule of 72; An estimate of period by which capital gets doubled. “Annual compound interest rate” = 9% the 72/9 = 8th year gives “Capital doublization period”.
Rule of 114; Divide by 114, the interest rate (as above, compound interest rate) to get “Capital triplization period” (triplication)
Rule of 144; this gives like above period by which capital gets quadrupled (4 times “original capital” in 144/annual-compound-interest-rate)
Rule of 70; In how many days inflation can half your capital, is obtained by dividing instantaneous/current-inflation-rate by 70. (applied towards pension schemes)
Rule of 100; Capital distribution/composition: subtract one’s age from 100, The rest percentage is to be invested in share-market (advised). When one ages, one shall invest towards definite-interest-gain-assets.
Rule of High-demand capital: One’s 3-6 month’s salary should be “savings”for emergency expenditure.
Disclaimer: such rules are not valid towards Large-numbers (Large capitals that is)
———————————
କେତେକ ସହଜ ନିୟମ
୭୨ର ନିୟମ :
ଏହି ସୂତ୍ରଦ୍ବାରା ପୁଞ୍ଜି ଦୁଇଗୁଣ ହେବାର ଆନୁମାନିକ ଅବଧି ଜାଣିପାରିବା| ଯଦି ବାର୍ଷିକ ଚକ୍ରବୃଦ୍ଧି ସୁଧଦର ୯ ପ୍ରତିଶତ ହୁଏ, ତେବେ ଙ୍ଗ ୮ ବର୍ଷରେ ପୁଞ୍ଜି ଦ୍ବିଗୁଣିତ ହୋଇଯିବା ଆମେ ଏହି ସୂତ୍ରଦ୍ବାରା ଜାଣିପାରୁ|
୧୧୪ର ନିୟମ :
ଏହା ମଧ୍ୟ ଉପରୋକ୍ତ ସୂତ୍ରପରି କାର୍ଯ୍ୟ କରେ| ୧୧୪ ଦ୍ବାରା ସୁଧଦରକୁ ହରିଲେ ପୁଞ୍ଜି ତିନିଗୁଣ ହେବାର ଅବଧି ଜଣାପଡେ଼|
୧୪୪ର ସୂତ୍ର :
ସେହିପରି ସୁଧଦରକୁ ୧୪୪ ଦ୍ବାରା ବିଭକ୍ତ କଲେ ପୁଞ୍ଜିର ଚାରିଗୁଣ ହେବା ପାଇଁ ଆବଶ୍ୟକ ଅବଧି ଜଣାପଡେ଼|
୭୦ର ସୂତ୍ର :
ମୂଦ୍ରାସ୍ଫୀତି, ଆପଣଙ୍କ ବର୍ତ୍ତମାନର ପୁଞ୍ଜିକୁ କେତେ ଦିନରେ ଅଧା କରିଦେଇପାରେ ତାହା ବର୍ତ୍ତମାନର ମୂଦ୍ରାସ୍ଫୀତିର ଦରକୁ ୭୦ଦ୍ବାରା ହରିବାଦ୍ବାରା ଜଣାପଡେ଼| ଏହା ସାଧାରଣତଃ ଅବସର ପ୍ରାପ୍ତିର ଯୋଜନା ପ୍ରସ୍ତୁତ କରିବାରେ ଉପଯୋଗୀ ହୋଇଥାଏ|
୧୦୦ର ନିୟମ :
ଏହି ସୂତ୍ର ଆମକୁ ପୁଞ୍ଜିର ଆବଣ୍ଟନ ବିଷୟରେ ସୂଚନା ଦିଏ| ୧୦୦ ରୁ ନିଜ ବୟସକୁ ବିଯୁକ୍ତ କରିବା ଦ୍ବାରା ଅବଶିଷ୍ଟ ଭାଗକୁ ଅଂଶଧନ ବଜାରରେ ବିନିଯୋଗ କରିବାକୁ ପରାମର୍ଶ ଦିଆଯାଏ| ବୟସ ବଢ଼ିବା ସହିତ ନିଶ୍ଚିତ ସୁଧ ପ୍ରଦାନକାରୀ ସମ୍ପତ୍ତି ବର୍ଗ ଆଡ଼କୁ ନିଜର ନିବେଶ ବଢାଇବା ଉଚିତ|
ଅତ୍ୟାବଶ୍ୟକ ପୁଞ୍ଜିର ନିୟମ :
ନିଜ ମାସିକ ଆୟର ୩ ଗୁଣରୁ ୬ ଗୁଣ ପର୍ଯ୍ୟନ୍ତ ଅର୍ଥ ଜରୁରୀକାଳୀନ ପରିସ୍ଥିତି ପାଇଁ ଅଲଗା ରଖନ୍ତୁ| ଯେପରିକି ଆବଶ୍ୟକ ସମୟରେ ତୁରନ୍ତ ଏହାକୁ ଉପଯୋଗ କରିପାରୁଥିବେ|
ମନେରଖିବା ଉଚିତ ଯେ ଉପରୋକ୍ତ ସୂତ୍ରଗୁଡ଼ିକ ସଠିକ୍ ଉତ୍ତର ପ୍ରଦାନ ନକରି କେବଳ ଅନୁମାନିକ ମୂଲ୍ୟ ଦେଇଥାଏ| ଏଥି ସହିତ ଏହି ନିୟମଗୁଡ଼ିକ ବୃହତ୍ ସଂଖ୍ୟା କ୍ଷେତ୍ରରେ ସେତେ ଉପକାରୀ ହୋଇନଥାଏ|