ବଗ କୁ ଅନେଇ ମୀନ …

ବଗ କୁ ଅନେଇ ମୀନ
ପିରତି ର କଥା କହେ
ବଗ ଖୁମ୍ପି ଦେଇଯାଏ ଘନ
ଏ ମୀନ ଲୋ ବଗ ସାଂଗରେ ପିରତି ମନା
ଏ ମୀନ ଲୋ ବଗ ସାଂଗରେ ପିରତି ମନା
ଏ ମୀନ ଲୋ ବଗ ସାଂଗରେ ପିରତି ମନା
ଏ ମୀନ ଲୋ ବଗ ସାଂଗରେ ପିରତି ମନା


Posted

in

by

Tags:

Comments

Leave a comment