Manmohan Dash | Physics • Materials Science • AI
❚
reading
·
ଥରେ ଜଣେ ପ୍ରୋଡ୍ୟୁସର୍ ମୋତେ ଫୋନ୍ କଲା, କହିଲା “ସାରେ ଆମ ଟିଭି ଚ୍ୟାନେଲ୍ ରେ ଗୋଟେ ପୋଗ୍ରାମ୍ ଦେବେ?” ମୁଁ ହଁ କରି ଗଲି, ଅଡ଼ିସନ୍ ପାଇଁ, ହେଲେ ଯେତେବେଳେ ସେ ମୋତେ କ୍ଲିପ୍ ଦେଖେଇଲା ମୋର ପସନ୍ଦ ହେଲାନି, ମୁଁ କହିଲି ପୁରା ଟିଭି ଫ୍ରେମ୍ ଟାରେ ମୋ ମୁହଁ ଆସିବା ଦର୍କାର୍ !
ସେ କହିଲା ଆଜ୍ଞା ସେମିତି ହେଲେ କେମିତି ହେବ, ଆମ ଆନ୍କର୍ ମାନେ କେମିତି ଦିଶିବେ?
ମୁଁ କହିଲି ଗୋଟେ କାମ କର, ସେମାନଂକ ର ଖାଲି ଆବାଜ୍ ଟା ଶୁଭୁ, ଅସୁବିଧା କଣ? ଆମର ଚ୍ୟାନେଲ୍ ଟା ଗୋଟେ “ସେମାଇ ଭିଡିଓ ଚ୍ୟାନେଲ୍” ବୋଲି ଉପରେ ବ୍ୟାନର୍ ଲଗେଇ ଦିଅ.
ହଁ କଲା, ଶଳା ଆଜି ଯାଏ ଇନ୍-ଭାଇ’ଟେସନ୍ ଲେଟର୍ ଆସିଲା ନାଇଁ !
Have a WordPress.com account? Log in now.
Leave a comment