Category: My Poems

  • Life is a Monte Carlo

    Life is a Monte Carlo Quite well simulated but differs from reality Life is a ghetto but we come out living like we wish Life is a slippery patch but we are about right, we hold on to our belt Life is a promise that’s unmet if we are to count the days Life is…

  • ଜଣା ନାହିଁ, ଚିନ୍ହା ନାହିଁ. ବାଟେ ଘାଟେ ଦେଖା ନାହିଁ…..ମାନସୀ କନ୍ୟା

    ମାନସୀ ସେ କନ୍ୟା …. ମଧୁର ମଧୁର କାମିନୀ ର ସୁର କେଉଁ ରୁପେ ଗଢି ଅଛି ବିଧାତା ରୁପ ର ନାନା ରୁପେ ଛନ୍ଦା କଟି ରେ ଭରିଛି ତାର ବିଦ୍ୟୁତ ସ୍ପର୍ଶ ର ଅଳସି ତା ଚାଲି, ଅଂଗେ ମହକୁଛି ତାର ଅତର ର ଛିଟା ରୁପ ଯୌବନ କରି ପାଗଳ ସେ କରେ ବାଟ ବଣା ଗାଇ ବାକୁ ସୁର ନାହିଁ ସୁର ସବୁ ଭରିଛି ସେ ଅପରୁପା ନୟନ ପିତୁଳା

  • A translation of my poem from Odiya , The problems of complacency

    I can not open myself for fear of losing my existence Like a voice it rings in me, Do not let your expressions to divulge Save them for a good reason

  • ଜ଼ିଦ୍ ଏକ ସମସ୍ୟା ନା ଆଉ କିଛି !!

    ଜ଼ିଦ୍ ଏକ ସମସ୍ୟା ନା ଆଉ କିଛି !! ମଣିଷ ର ହୃଦୟର କଥା ଯାହା ଦରକାର କରେ ଏକ ଅଭିବ୍ୟକ୍ତି ଲୋଡା ତା’ ପାଇଁ ସହୃଦୟତା ଅନ୍ୟ ଏକ ମଣିଷର ଅଶ୍ରୁ ଝରୁନି ତାର ଆଜି, କିଛି କିଛି କେଶ ଯାଇ ଅଛି ପାଚି କହିବ କାହାକୁ ଠିକ ରାଜା ବିକ୍ରମ ପରି 
ବେତାଳ କୁ ଚାଲୁଅଛି ବୋହିଁ ଉଚ୍ଚାରଣେ ସ୍କଂଧ ହେବ ସିରଚ୍ୟୁତ, କୁହଇ ଅଚ୍ୟୁତ ବାକ୍ୟବୀର, ପ୍ରୟୋଗ ନକର ନିଜ ଅଭିବ୍ୟକ୍ତି କୁ, ରଖତୁ…

  • A poem of my silly feelings

    (If they were really mine a little early on I was going to be a little more loved and a little less troubled) Yesterday someone drove me in a cab. The driver asked me if I am glad to see the airplanes hovering so close to me. I said I have been flying since a…